Browsing Tag

Chhatrapur

ମାଡିଗଲା ସରକାରୀ ଗାଡି

ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ସିରିଜ୍ ଦୂର୍ଘଟଣା ଘଟିଯାଇଛି । ଅବକାରୀ ଗାଡି ନଂ ଓଡି ୦୭ଏଏଚ ୯୨୫୬ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି ।ସେହି ଗାଡିଟି ଦୂର୍ଘଟଣା ଘଟେଇଛିାଏହି ଗାଡିଟିକୁ ଧରି ହୁମ୍ବର ଗାଁର ଡ୍ରାଇଭର ଅଶୋକ ଜେନା ଅବକାରି କାର୍ଯ୍ୟାଳୟକୁ…
Read More...

ଦିନିକିଆ ଛତ୍ରପୁର ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଦିନିକିଆ ଛତ୍ରପୁର ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ପୁର୍ବତନ ମନ୍ତ୍ରୀ ମନମୋହନ ସାମଲ ।ସେ ଆସି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୧ ତମ ମନ କି ବାତ୍ କାର୍ୟ୍ୟକ୍ରମରେ ଯୋଗ ଦେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀ…
Read More...