ପୁଅ ଭଲ ହେଲେ ପୁରୀଯିବୁ ବୋଲି କହିଲେ ରାହୁଲଙ୍କ ବାପା
ଛତିଶଗଡ:ରଖେ ହରି ତ ମାରେ କିଏ । ରାହୁଲକୁ ୨ୟଥର ରକ୍ଷା କରିଛନ୍ତି କାଳିଆ ଠାକୁର । ଛତିଶଗଡ଼ର ୧୧ବର୍ଷର ବାଳକ ରାହୁଲ, ଯିଏ ବୋରଓ୍ୱେଲ ଭିତରୁ ପୁର୍ନଜନ୍ମ ପାଇ ଫେରିଛି । ଦୀର୍ଘ ୫ ଦିନ ଧରି ୧୦୪ଘଣ୍ଟାର ମେଗା ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ । ତାକୁ ଥରେ ନୁହେଁ ଦୁଇ ଦୁଇ ଥର ରକ୍ଷା…
Read More...
Read More...