କୁର୍ତ୍ତୀ ଜଙ୍ଗଲରୁ ମହିଳା ମାଓବାଦୀକୁ ଗିରଫ କଲା ପୋଲିସ
ଓଡିଶାରୁ ଧରାହେଲେ ଛତିଶଗଡର ମାଓବାଦୀ । ମହିଳା ମାଓବାଦୀ ଆନ୍ତି ମାଡବି ଓରଫ ଲାକେକୁ ମାଲକାନଗିରି ପୋଲିସ ଗିରଫ କରିଛି । ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ର ସଦସ୍ୟା ଥିଲେ ଗିରଫ ମହିଳା ମାଓବାଦୀ ଜଣଙ୍କ । ତାଙ୍କୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।…
Read More...
Read More...