Browsing Tag

Chhatisgarh

ଭାଙ୍ଗୁଛି ମାଓଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର IG ଓ ନାରଣପୁର ଜିଲ୍ଲା SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା ଥିବା ନେଇ ସୂଚନା । ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ରାଶି…
Read More...

ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ

ଛତିଶଗଡ଼-: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି । ଯବାନଙ୍କ ପକ୍ଷରୁ ଛତିଶଗଡ଼ରେ ବଡ଼ ଅପରେଶନ ଚାଲିଥିବା ବେଳେ ଅପରେସନ ବନ୍ଦ କରିବାକୁ ନିବେଦନ କଲେ ମାଓବାଦୀ । ଶାନ୍ତି…
Read More...

ଅଯଥା ଭୟ ସୃଷ୍ଟି ନ କରିବାକୁ ଇଡିକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରି ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ରାୟପୁରରେ…
Read More...

ରାହୁଲଙ୍କୁ ଉଦ୍ଧାର କରିଥିବା ସମସ୍ତ ସେନାଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ଭୁବନେଶ୍ୱର: ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ  ବୋରଓ୍ୱେଲରୁ ଉଦ୍ଧାର ହୋଇଥିଲା ରାହୁଲ । ବୋରଓ୍ୱେଲରୁ ରାହୁଲକୁ ଉଦ୍ଧାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ । ଏହି ରେସ୍କ୍ୟୁ ଅପରେସନରେ ମୁଖ୍ୟ ଭୂମିକା ତୁଲାଇଥିବା…
Read More...

ଭୟଙ୍କର କାର୍ଣ୍ଣାମା କରି ଶିକ୍ଷକ ଗିରଫ

ରାୟପୁର: ଜଣେ ଶିକ୍ଷକଙ୍କୁ ଗିରଫ କରିଛି ଛତିଶଗଡର କୱର୍ଦ୍ଧା ପୋଲିସ । ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଇବା ସହିତ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ଶିକ୍ଷକ ଜଣକ । ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଅଭିଯୋଗ କରିବାରୁ କୱର୍ଦ୍ଧା ସିଲହାଟ ଅଞ୍ଚଳ…
Read More...

ଇନ୍ଦିରାଙ୍କ ଜନସଂଖ୍ୟା ନିୟନ୍ତ୍ରଣକୁ ବିରୋଧ କରିଥିଲା ବିଜେପି

ଛତିଶଗଡ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ସରକାରଙ୍କୁ ଉତ୍ତପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଟାର୍ଗେଟ କହିଛନ୍ତି ୧୯୭୦ ରେ କଂଗ୍ରେସ ସରକାରଙ୍କ ଦ୍ୱାରା ଚାଲିଥିବା ବନ୍ଧ୍ୟାକରଣକୁ ଯଦି ଜନସଂଘ(ବିଜେପି) ବିରୋଧ ନକରିଥାନ୍ତା ତେବେ ଆଜି ଭାରତରେ ଜନସଂଖ୍ୟା ସ୍ଥିର…
Read More...

ଆଇପିଏସଙ୍କ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ରାୟପୁର : ଆଇପିଏସ ଅଫିସର ଜିପି ସିଂହଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରିଛି ଛତିଶଗଡ ପୋଲିସ । କିଛି ଦିନ ତଳେ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଜିପି ସିଂହଙ୍କୁ ନିଲମ୍ବନ କରିଦିଆଯାଇଥିଲା । ନିଲମ୍ବିତ ହେବା ପୂର୍ବରୁ ଆଇପିଏସ୍ ଜିପି ସିଂହଙ୍କ ଘରେ ରାଜ୍ୟରେ ଏସିବି ଓ ଅର୍ଥନୀତିକ…
Read More...

କମୁନି ମାଓ ହିଂସା , ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

(ଛତିଶଗଡ଼) : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ନୃଶଂସ କାଣ୍ଡ । ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମୃତ ଯବାନ ଜଣକ ହେଲେ ବେଟ୍ଟୀ ଭୀମା । ଖବର ପାଇ ସୁରକ୍ଷା କର୍ମୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ସୂଚନାନୁଯାୟୀ , ଦୋର୍ନାପାଲ ଥାନା ଅନ୍ତର୍ଗତ…
Read More...

ମଦ ନ ପାଇ ପିଇଲେ ହୋମିଓପାଥିକ ଔଷଧ, ଚାଲିଗଲା ତିନି ଜୀବନ

ରାୟପୁର(ରିପୋର୍ଟର୍ସ ଟୁଡେ): ଛତିଶଗଡ଼ର ରାଜଧାନୀ ରାୟପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପିଇବାକୁ ମଦ ନପାଇ ହୋମିଓପାଥିକ ଔଷଧ ପିଇ ପ୍ରାଣ ହରାଇଛନ୍ତି ତିନି ଜଣ ଯୁବକ । ମୃତକ ତିନି ଜଣ ରାୟପୁର ପାଣ୍ଡାରି ଅଞ୍ଚଳର ମନୀଷ ବର୍ମା, ଦଲବୀର ସିଂ ପରମାର ଏବଂ ବଲବିନ୍ଦର ସିଂ ବୋଲି ଜଣା…
Read More...

ଛତିଶଗଡରେ ଲକଡାଉନ

ଋାୟପୁର: କୋରୋନା ଭୂତାଣୁ ସାରା ଦେଶରେ ହାହାକାର ପକାଇଥିବା ବେଳେ ଦିଲ୍ଲୀ , ଛତିଶଗଡ ଇତ୍ୟାଦି ରାଜ୍ୟରେ ତାଣ୍ଡବ କରୁଛି ଏହି ମହାମାରୀ । ସେଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଭଳି ପଦକ୍ଷେପ ନିଆଯାଇଛି । ଛତିଶଗଡରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ସେଠାକାର ସରକାର ମଧ୍ୟ…
Read More...