ଛତିଶଗଡ ବିଜାପୁର ଏନକାଉଣ୍ଟର ରେ ୧୮ ମାଓବାଦୀ ନିପାତ…
ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ଡିବିଜନାଲ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ଦିନ ତଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍କାଉଣ୍ଟରରେ ୧୨…
Read More...
Read More...