ଛଟ୍ ପୂଜା ପାଇଁ ପୁରୀରୁ ପାଟନା ସ୍ପେଶାଲ ଟ୍ରେନ୍
ଦିନକୁ ଦିନ ଟ୍ରେନରେ ବୃଦ୍ଧି ପାଉଛି ଯାତ୍ରୀ ମାନଙ୍କର ଅତିରିକ୍ତ ଭିଡ ।ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଭାବରେ ପୁରୀ ରୁ ପାଟନା ପର୍ଯ୍ୟନ୍ତ ଛଟ୍ ପୂଜା ପାଇଁ ଟ୍ରେନ୍ ଚଳା ଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।ପୁରୀରୁ ୦୮୪୪୯ ସ୍ପେଶାଲ୍ ଟ୍ରେନ୍ ପୁରୀ-ପାଟନା ଚଳା ଚଳ କରିବ ଏବଂ…
Read More...
Read More...