Browsing Tag

chennai super kings

ଘରୋଇ ପିଚରେ ଚେନ୍ନାଇକୁ ପରାସ୍ତ କଲା କୋଲକାତା

ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା । ଚେନ୍ନାଇ ନିଜ ପିଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍ କରିଥିଲା । ଆଇପିଏଲର ଚଳିତ…
Read More...

ସିଏସକେ ଅଧିନାୟକତ୍ୱ ପଦ ଛାଡ଼ିଲେ ଧୋନି, ଜାଡେଜାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦିଆଯାଇଛି ଏହି ବଡ଼ ଦାୟିତ୍ୱ | ଧୋନିଙ୍କ ସ୍ଥାନରେ ଚେନ୍ନାଇର ନୂତନ ଅଧିନାୟକ ଭାବେ ରବିନ୍ଦ୍ର ଜାଡେଜାଙ୍କୁ ଚୟନ…
Read More...