Browsing Tag

chattisgarh

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲଙ୍କ ମୃତ

ରାୟପୁର-: ଛତିଶଗଡ଼ର ବିଜାପୁର ଜିଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ର ଏକ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା…
Read More...

ଛତିଶଗଡ ଗୋମେ ଜଙ୍ଗଲରେ ବିଏସଏଫ ଦ୍ୱାରା ଏନକାଉଣ୍ଟର ; ୨ମାଓ ନିହତ

ଛତିଶଗଡ : ଛତିଶଗଡ କାଂକେର ଜିଲ୍ଲାରେ ବିଏସଏଫ ଦ୍ୱାରା ଏନକାଉଣ୍ଟରରେ୨ ମାଓବାଦୀ ମୃତ୍ୟୁ ହୋଇଥବା ଜଣାପଡିଛି । ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଖବର ପାଇ କୋଏଲାବାଡି ଥାନା ଅନ୍ତର୍ଗତ ଗୋମେ ଜଗଂଲରେ ଡିଆରଜି, ବସ୍ତର ଟାଇଗର୍ସ ଓ ବିଏସଏଫ ଯବାନ ଅପରେସନ କରିଥିଲେ…
Read More...