ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ଛପନ ଭୋଗ
ବାଲେଶ୍ୱର : ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ଛପନ ଭୋଗ । ଆଜି ବାଲେଶ୍ୱର ଭୋଗରାଇଠାରେ ଏକ ଟ୍ରକ ମାଧ୍ୟମରେ ରିଲିଫ ବାଣ୍ଟିଛନ୍ତି । ବନ୍ୟାର ବିରଳ ରୂପ ପୁରା ରାଜ୍ୟ ଦେଖିଲା । ଏବେ ବି ଅନେକ ଲୋକ ରହିଯାଇଛନ୍ତି ଜଳ ବନ୍ଦୀ ହୋଇ ।
ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରୁଛି ସତ ହେଲେ…
Read More...
Read More...