Browsing Tag

Chandrayaan 3

ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରିବା ପାଇଁ ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଜୁଲାଇ ୧୩ରେ ମହାକାଶକୁ ପଠାଇବ ଚନ୍ଦ୍ରଯାନ -୩ । ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦ୍ରଯାନ -୩କୁ ମହାକାଶକୁ…
Read More...

ଭାରତ ମିଶନର ଏହା ହେବ ତୃତୀୟ ଅଧ୍ୟାୟ, ଜୁଲାଇ ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ: ଚନ୍ଦ୍ରକୁ ଯିବ ଚନ୍ଦ୍ରାୟନ-୩ । ଭାରତ ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଜୁଲାଇ ୧୨ରୁ ୧୯ତାରିଖ ମଧ୍ୟରେ ଲଞ୍ଚ ହେବା ନେଇ କହିଛନ୍ତି ଭାରତୀୟ ମହାକାଶ ଗବେଶଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଅୟୋଜନ…
Read More...