ପବିତ୍ର ମାଘ ସପ୍ତମୀ ରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
(ଗୋପ / ଜୟନ୍ତ କୁମାର ସେଠୀ ): ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏଥିପାଇଁ ଚଳଚଚଂଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାପୀଠ । ଶ୍ରଦ୍ଧାଳୁମାନେ ପବିତ୍ର ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ ପକାଇଛନ୍ତି।ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ୟ୍ୟଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ…
Read More...
Read More...