Browsing Tag

chandbali

ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ

ଚାନ୍ଦବାଲି:- ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ କୁଶ ପୁତ୍ତଳିକା ଦାହ l ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଉଦିତ ପ୍ରଧାନ  ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏବେ  ସେହି ଘଟଣାକୁ ତୀବ୍ର…
Read More...

ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ

ଭଦ୍ରକ-: ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ। କଥାଟା ଟିକେ ପାଠକଙ୍କୁ ଅବିଶ୍ଵନିୟ ଲାଗୁଥିଲେ ବି କଥାଟି ସତ। କାରଣ ଗୋଟାଏ ମାଛର ଦାମ ହେଉଛି ୪ଲକ୍ଷ ୫୨୬୦୦ ଟଙ୍କା । ତେବେ ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଘଟଣା ପ୍ରକାରରେ ଧାମରା ମୁହାଁଣର ଗଭୀର ସମୁଦ୍ରରୁ…
Read More...

ଚାନ୍ଦବାଲି ମୁଖ୍ୟରାସ୍ତାରେ  ଦୁର୍ଘଟଣା ଦମ୍ପତି ଅବସ୍ଥା ଶଙ୍କଟାପୂର୍ଣ୍ଣ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ

ଚାନ୍ଦବାଲି (ବିଜୟ ମହାଳିକ)  : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦମ୍ପତି ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ତେବେ ଯାହା ସୂଚନା ମିଳିଛି ଦମ୍ପତି ଜଣଙ୍କ  ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଏକ ପିକପ୍ ଭ୍ୟାନ…
Read More...

ନରେନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନିତ

ଚାନ୍ଦବାଲି: ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଛନ୍ତି ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ । ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ଏ ଏସ ଆଇ ଭାବେ କାର୍ଯ୍ୟରତ ଅଛନ୍ତି । ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନନିତ କରାଯାଇଛି । ପୂର୍ବରୁ ୨୦୦୫…
Read More...

ଜାଲରେ ପଡିଲା ବିରଳ ମାଛ: ଦାମ ୫ଲକ୍ଷ ୩୩ ହଜାର

ଚାନ୍ଦବାଲି: ଧାମରା ମଝି ସମୁଦ୍ରରୁ ଏକ ଧୀବରଙ୍କ ଜାଳରେ ପଡିଛି ବିରଳ ମାଛ । ମାଛ ଗୋଟାକ ଦାମ ଶୁଣତଲେ ଉଡିଯିବ ହୋସ । ଗୋଟାଏ ମାଛର ଦାମ ୫ଲକ୍ଷ ୩୩ ହଜାର ଟଙ୍କା । ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ମାଛଟି ୨୬ କିଲୋ ହୋଇଥିବା ବେଳେ ଏହାର କେଜି ପ୍ରତି ୨୦ ହଜାର ୫୦୦ ଟଙ୍କା…
Read More...

ମାଛ ଧରୁଥିବାବେଳେ ଝାମ୍ପିନେଲା କୁମ୍ଭୀର ଆଉ ତାପରେ

ଚାନ୍ଦବାଲି- ଭଦ୍ରକ ଜିଲ୍ଲା ପିରାହଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ୍ ଏକ କୁମ୍ଭୀର ଝାମ୍ପ ମାରିଥିଲା । ଗଗନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା । ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର…
Read More...