Browsing Tag

Chandabali

ଜିମ୍ ଓ କ୍ରୀଡା ଏକାଡେମୀ ଉଦଘାଟନ କରିଛନ୍ତି ମନମୋହନ ସାମଲ

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଗଦିବଜାର ଠାରେ କୋରେକ୍ସ ମଲ୍ଟି ଜିମ୍ ଓ କ୍ରୀଡା ଏକାଡେମୀ ସେଣ୍ଟରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିତା କାଟି ସେଣ୍ଟରଟିର ଶୁଭ ଉଦଘାଟନ କରିଛନ୍ତି ଯଶସ୍ବୀ ରାଜ୍ୟ ସଭାପତି ମନମୋହନ ସାମଲ କ୍ଷ ଉଦଘାଟନ ଅବସରରେ…
Read More...

ଯୁବ ଚାଷୀ ପ୍ରିୟନାଥ ପଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ଚାନ୍ଦବାଲିର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ରାଜ୍ୟସ୍ତରରେ ସମ୍ମାନିତ। ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା l ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉଗ୍ରତରା ଗ୍ରାମର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ‘କୃଷି ଓଡିଶା’ ମାଧ୍ୟମରେ ଜଣେ ଯୁବ ଉଦ୍ୟାନ ଚାଷୀ ଭାବେ ରାଜ୍ୟସ୍ତରରେ…
Read More...

ହରିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟିତ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୌସୁଧା ପଞ୍ଚାୟତର ହରିପୁର ଗ୍ରାମରେ ଦୀର୍ଘଦିନର ଦାବି ପରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ସରସ୍ବତୀ ପୂଜା ଭଳି ପବିତ୍ର ଦିନରେ ଏହି କେନ୍ଦ୍ରର ଉଦଘାଟନ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଚାନ୍ଦବାଲି ବ୍ଲକ…
Read More...

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯୋଗ କରନ୍ତୁ ନିରୋଗ ରୁହନ୍ତୁ l  ଏହି ବାର୍ତା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ରେ ଥିବା ସାଇ ଅନନ୍ତ ଇଣ୍ଟରନେସନାଲ ସ୍କୁଲ ପଡିଆ ଏବଂ ଦୋସିଙ୍ଗା ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଦିନିକିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l  ଯୋଗ ଗୁରୁ ପିତାମ୍ବର ସାହୁ ଯୋଗ ଦେଇ ମଣିଷ…
Read More...

ଚାନ୍ଦବାଲିରେ ଦେୱାନୀ ଓ ଫୌଜଦାରୀ ଅଦାଲତ ପକ୍ଷରୁ ଅଷ୍ଟାଦଶତମ ପ୍ରତିଷ୍ଠା ଦିବସ

ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦେୱାନୀ ଓ ଫୌଜଦାରୀ ଅଦାଲତର ଅଷ୍ଟା ଦଶାତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ବାର ଆସୋସିଏସନ ସଭାପତି ଉପେନ୍ଦ୍ର ରାଉଳ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି କୋର୍ଟର ବିଚାରପତି ତନ୍ମୟ ରଞ୍ଜନ ଦାଶ,…
Read More...

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ । ଚଳିତ ମାସ ୮ତାରିଖ ଦିନ ଭଦ୍ରକ-ଧାମରା ରେଳ ଧାରଣାରେ କଟି ଯୁବକ ମୃତ ଘଟଣାର ପର୍ଦାଫାଶ କଲା ଭଦ୍ରକ ଜିଲ୍ଲାର ବାଂଶଡା ପୋଲିସ । ହତ୍ୟାକାରୀକୁ ଧରି ଘଟଣା ସ୍ଥଳରେ କଲା ସିନ-ରିକ୍ରିଏସନ । କେତେବେଳେ ଓ କେମିତି ମାରିଲା ଗୋଟି ଗୋଟି…
Read More...

ସ୍କୁଲ ଯିବା ବାହାନା କରି ଲୁଚି ଘରୁ ପାଳେଇ ଥିଲା , ମିଳିଲା ସନ୍ଧାନ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ନିକଟତସ୍ତ ସରଆଡ଼ିଆ ଗ୍ରାମର ଅଜିତ ଜେନାଙ୍କ ୧୨ ବର୍ଷର ପୁଅ ସହଦେବ ଜେନା ଆଜି ଘର ଛାଡ଼ି ପଳେଇଯାଇଥିବା ସୂଚନା ମିଳିଛି। ସହଦେଵଙ୍କ ମା କୌଣସି କାରଣ ପାଇଁ ତାଙ୍କୁ ବାଡେଇଥିଲେ ଯେଉଁଥିପାଇଁ  ସ୍କୁଲ ଯିବା ବାହାନା କରି ଲୁଚି ଘରୁ…
Read More...

ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ। ଆଉ କିଛି ରୋଗୀ ଆରଡି ମେଡିକାଲରେ ଚିକିତ୍ସା ପାଇଁ ବସିଥିବା ସମୟରେ ହଠାତ୍ ମେଡିକାଲ ଛାତରୁ ବଡ ପ୍ଳାଷ୍ଟର ଖଣ୍ଡ ତଳେ ପଡି ଚୁରମାର ହୋଇଯାଇଥିଲା ।…
Read More...

ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

ଚାନ୍ଦବାଲି: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା । ଚାନ୍ଦବାଲି ଥାନାରେ ପହଁଚିଲେ କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚରକୁ ହସ୍ତାନ୍ତର ହୋଇଥିଲା ।…
Read More...

ରାଜନୈତିକ ହିଂସା

ଚାନ୍ଦବାଲି : ରାଜନୈତିକ ହିଂସା । ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା । ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତେଜିତ ହୋଇ ପୂର୍ବତନ…
Read More...