ଶେଷ ହେଲା କାର୍ତ୍ତିକ ମାସ, ଏଥର କିନ୍ତୁ ମାଡ଼ ଖାଇଲା ଛାଡଖାଇ
ଭୁବନେଶ୍ଵର: ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ। ଏଥିପାଇଁ ଆମିଷ ଦୋକନାରେ ପୁଳା ପୁଳା କୁକୁଡା ଠାରୁ ଆରମ୍ଭ କରି ଛେଳି, ମାଛ ଗଦା ହୋଇଛି। ଆଜି ଗୁରୁବାରରେ ପଡ଼ିଛି ଛାଡ଼ଖାଇ । ଯାହାକୁ ନେଇ ଆମିଷପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ତେଣୁ ଶୁକ୍ରବାର ଛାଡ଼ଖାଇ ପାଳିବେ ଆମିଷପ୍ରେମୀ ।…
Read More...
Read More...