Browsing Tag

CDPO

ଡେରାବିଶ ସିଡିପିଓଙ୍କୁ ଅପସାରଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ଟ୍ୱିଟ

ବ୍ୟୁରୋ : ଆଜି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ନିଜ କାର୍ଯ୍ୟରେ ଅବହେଳା ଅଭିଯୋଗ କାରଣରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ଏହା କି, କାର୍ଯ୍ୟାଳୟରେ…
Read More...

୪୦ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ସିଡିପିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଝାରସୁଗୁଡା: ସିଡିପିଓ ଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡାର ସିଡିପିଓ ସରୋଜିନ ଏକ୍କାଙ୍କୁ ବନ୍ଧିଲା ଭିଜିଲାନ୍ସ । ଗତ ଚାରି ମାସର ଛତୁଆ ବିଲ ପାସ କରି ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ନେଉ ଥିଲେ ୪୦ ହଜାର ଟଙ୍କା । ସେହି ସମୟରେ ମଡିବସିଲେ…
Read More...