Browsing Tag

CBI

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ

ଭୁବନେଶ୍ୱର:ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ । ସିବିଆଇର ସ୍ୱତନ୍ତ୍ର ଅଧିକାରୀ ତିନି ଜଣଙ୍କୁ ପଚରାଉଚୁରା କରୁଛନ୍ତି । ସୁରକ୍ଷା…
Read More...

ପଶ୍ଚିମବଙ୍ଗ ହିଂସା ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସା ସମ୍ପର୍କରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗଳା ରାଜ୍ୟର ବିରୋଧୀ ଦଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ବିଜେପି, କଂଗ୍ରେସ ଏବଂ ସିପିଏମ୍ ସାମିଲ…
Read More...

ବାହାନଗା ଷ୍ଟେସନ୍ ର ସିଗନାଲ୍ ଜେଇ ଅମୀର ଖାନଙ୍କ ଭଡ଼ାଘରେ ଚଢ଼ଉ

ବାଲେଶ୍ୱର: କାରଣ ଅସ୍ପଷ୍ଠ ଥିବା ବାହାନଗା ରେଳ ଦୁର୍ଘଟଣାର ଚାଲିଛି ତଦନ୍ତ । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ସିବିଆଇ । ସିଗନାଲ ଜେଇଙ୍କୁ ନେଇ ସିବିଆଇ ତଦନ୍ତ କରୁଛି । ବାହାନଗା ଷ୍ଟେସନ୍ର ସିଗ୍ନାଲ୍ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍ କରିଥିଲା । ଆଜି ପୁଣି…
Read More...

ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ

ବାଲେଶ୍ୱର: ପୁଣି ବାହାନଗା ଷ୍ଟେସନରେ ସିବିଆଇ ଟିମର ଛାନଭିନ ।ତଥ୍ୟ ଖୋଜୁଛନ୍ତି ତଦନ୍ତକାରୀ ଟିମ । ଆଜି ଷ୍ଟେସନରେ ପହଞ୍ଚି ଅନୁଧ୍ୟାନ କରୁଛି ସିବିଆଇ । ଗତ କାଲି ଷ୍ଟେସନରେ ଛାନଭିନ ଚଲାଇଥିଲା ସିବିଆଇ ଟିମ ।ସେଠାରେ ଷ୍ଟେସନ ମାଷ୍ଟର ସହ ଗାର୍ଡଙ୍କୁ ବି ପଚାରାଉଚରା କରିଥିଲା ଟିମ । କାଲି…
Read More...

ବାହାନଗାରେ ପହଞ୍ଚିଲା ସିବିଆଇ ଟିମ୍: ଆରମ୍ଭ ହେଲା ତଦନ୍ତ

ବାଲେଶ୍ୱର: ବାହାନଗାରେ ପହଞ୍ଚିଛି ସିବିଆଇ ଟିମ୍। ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ରେଲେଓ୍ଵ ସେଫଟି କମିଶନର ତଦନ୍ତ ଚଳାଇଥିବା ବେଳେ ସିବିଆଇ ଟିମ୍ର ଖୋଳତାଡ ଆରମ୍ଭ ହୋଇଛି । ସରଜମିନ ଅନୁଧ୍ୟାନ ସହ ତଦନ୍ତ ଚଳାଇଛି ସିବିଆଇ । ଗତକାଲି ସିବିଆଇ…
Read More...

ଜମି ମାଫିଆଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା

ଭୁବନେଶ୍ୱର: ଜମି ମାଫିଆ ଙ୍କ ମୁଣ୍ଡ ରେ ସିବିଆଇ ଖଣ୍ଡା । ହାଇକୋର୍ଟ ଙ୍କ ନିର୍ଦେଶ ପରେ ୯ ଜଣଙ୍କ ନାମ ରେ ମାମଲା ରୁଜୁ କଲା ସିବିଆଇ । ଏ ନେଇ ଗତ ୩୧ ତାରିଖରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ପୂର୍ଣଚନ୍ଦ୍ର ସାହୁ ଲୋଭାବତୀ ସାହୁ, ରୁପା ସାହୁ, ମଥୁରା ଜେନା, କାଶୀନାଥ…
Read More...

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

କୋଲକାତା: ବହୁ କୋଟି ଟଙ୍କାର ଗୋ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ତୃଣମୂଳ କଂଗ୍ରେସର ତୁଙ୍ଗ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବତନ ମନ୍ତ୍ରୀ ତଥା ଦଳର ହେବିୱେଟ ନେତା ପାର୍ଥ ଚାଟାର୍ଜୀଙ୍କ ଗିରଫ ଦାରୀକୁ କେନ୍ଦ୍ର ସରକାରଙ୍କ ଏଜେଣ୍ଡା ବୋଲି ଟିଏମସି ସବୁବେଳେ ଅଭିଯୋଗ…
Read More...

ରେଳ ନିଯୁକ୍ତି ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀରୁ ଚାକିରି ଠକେଇ ଅଭିଯୋଗରେ ସିବିଆଇ ଲାଲୁ ପ୍ରସାଦ ଯାଦବଙ୍କ ତତ୍କାଳୀନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଛି। ପାଟନା ଏବଂ ଦରଭଙ୍ଗାସ୍ଥିତ ତାଙ୍କ ସ୍ଥାନରେ ସିବିଆଇର ଚଢାଉ ଜାରି ରହିଛି। ଭୋଲା ଯାଦବଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ।…
Read More...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି  । ବିଧାନସଭାରେ ଉୟଭ ବିଜେପି ଓ କଂଗ୍ରେସ ଦାବି କରିଥିବାବେଳେ ଏହି ପ୍ରସଙ୍ଗରେ ଦୁଇ ଦଳର ହଟଗୋଳ ଯୋଗୁଁ ପ୍ରଶ୍ନକାଳ ହୋଇପାରି ନଥିଲା ।  ତେବେ ଏହା ଉପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତ୍ତି ରଖିବାକୁ…
Read More...

ସିବିଆଇ ପଞ୍ଝାରେ ଡାକ ବିଭାଗ ଇନ୍ସପେକ୍ଟର

ସୁନ୍ଦରଗଡ: ମାତ୍ର ୫ହଜାର ଟଙ୍କା ଲାଞ୍ଚ ନେଇ ଅଡ଼ୁଆରେ ଡାକ ବିଭାଗ ଇନ୍ସପେକ୍ଟର । ଗ୍ରାମୀଣ ଡାକ ସେବକଙ୍କ ବକେୟା ଦରମା ବିଲ ପାସ କରିବା ପାଇଁ ମାତ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁନ୍ଦରଗଡ ମୁଖ୍ୟ ଡାକଘର ନର୍ଥ ଡିଭିଜନ ଇନସ୍ପେକ୍ଟର ଉଜ୍ୱଳ କୁମାର । ଏନେଇ ସଂପ୍ରକ୍ତ ଡାକ ସେବକ ସିବିଆଇ…
Read More...