ସେଲ ଖଣିର ଦୁଇ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ରେଡ୍
ସୁନ୍ଦରଗଡ଼ ଜିଲ୍ଲା ଟେନସାରେ ସିବିଆଇ କରିଛି ରେଡ । ସେଲ ଖଣିର ଦୁଇ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇର ୧୫ ଜଣିଆ ଟିମ ରେଡ କରିଥିବା ମିଳିଛି ସୂଚନା । ସେଲ ଅଧୀନରେ ଥିବା ବରସୁଆଁ ଲୌହ ଖଣିର ଦୁଇ ଅଧିକାରୀଙ୍କ ଘରେ ସିବିଆଇ ରେଡ । ଉଚ୍ଚ ମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ ଶହ ଶହ କୋଟି…
Read More...
Read More...