Browsing Tag

CBI Raid

ଲାଞ୍ଚ ନେବା ବେଳେ ଧରାପଡ଼ିଲେ MCL ସବ୍‌ ଏରିଆ ମ୍ୟାନେଜର୍

ଭୁବନେଶ୍ଵର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ MCL ସବ୍‌ ଏରିଆ ମ୍ୟାନେଜର୍ । ସିବିଆଇ ଜାଲରେ MCL କୋଇଲା ଖଣିର ରାମପୁର ସବ୍‌ ଏରିଆ ମ୍ୟାନେଜର୍ ଅସିତ୍ କୁମାର । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ ଟିମ୍ । ବିସ୍ଥାପିତଙ୍କ ବକେୟା ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ନେଇ…
Read More...

ନିଯୁକ୍ତି ଘୋଟାଲା : ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ । ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ । ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍‌ ଓ ଜଗତସିଂହପୁରରେ ମଧ୍ୟ ଚାଲିଛି ଚଢ଼ାଉ । ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ ।…
Read More...