ଦୁଷ୍କର୍ମ ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ପରେ ନିଲମ୍ବିତ IIC ଫେରାର୍ !
କ୍ରାଇମ୍ ବ୍ରାଞ୍ଚର 'ମହିଳାଙ୍କ ବିରୋଧୀ ଅପରାଧ' (CAW) ଶାଖା ସାରଣକୁଳ ଥାନାର ପୂର୍ବତନ ଆଇଆଇସି (IIC) ସୁଜିତ କୁମାର ଦାସଙ୍କ ପାଇଁ ଖୋଜାଖୋଜିକୁ ଜୋରଦାର କରିଛି । ସେ ଏକ ଦୁଷ୍କର୍ମ ମାମଲାରେ ଫେରାର ଥିବା କୁହାଯାଉଛି। ହାଇକୋର୍ଟ ତାଙ୍କର ଅଗ୍ରୀମ ଜାମିନ୍ ଆବେଦନକୁ ମଧ୍ୟ ଖାରଜ…
Read More...
Read More...