ବଢୁଛି ବେଆଇନ ଗୋମାଂସ ଚାଲାଣ: ୬୦ କୁଇଣ୍ଟାଲ ଗୋମାଂସ ଜବତ
କାକଟପୁର: ରାଜ୍ୟରେ ବଢୁଛି ବେଆଇନ ଗୋମାଂସ ଚାଲାଣ । ରାତାରାତି ଗୋମାଂସ ଚାଲାଣକାରୀ ଦଲାଲ ମାନେ ଏହି କାଣ୍ଡ ଘଟାଉଥିବା ସମୟରେ ପ୍ରଶାସନ କିନ୍ତୁ ହାତ ଉପରେ ହାତ ରଖି ବସିଛି । କାକଟପୁର ଅଞ୍ଚଳରୁ ପ୍ରାୟ ୬୦ କୁଇଣ୍ଟାଲ ଗୋମାଂସ ବେଆଇନ ଚାଲାଣ ସମୟରେ ଜବତ କରାଯାଇଛି । ଗୋମାଂସ ଚୋରା ଚାଲାଣ…
Read More...
Read More...