Browsing Tag

capital hospital

ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ: ଆନ୍ଦୋଳନରେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ । ଚାରିଆଡେ ପଡିଛି କୁଢ କୁଢ ଆବର୍ଜନା । କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଥିବା ଯୋଗୁଁ ଏଭଳି କିଛି ସ୍ଥିତି ଉପୁଜିଛି। ଯାହାଫଳରେ କି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ଅଳିଆ ।…
Read More...

କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର: ନାର୍କୋ ଟେଷ୍ଟ କରିବାକୁ ହେଲେ ହେବାକୁ ପଡିବନି ଖର୍ଚ୍ଚାନ୍ତ । କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ । କ୍ୟାପିଟାଲ ଅସ୍ପିଟାଲର ଓଟିରେ କରାଯିବ ନାର୍କୋ ପରୀକ୍ଷା ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅସନ୍ତା ମାସରୁ ଏହି…
Read More...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ଆଜି ହୋଇପାରେ ଡି ଏନ ଏ ଟେଷ୍ଟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ ଘଟଣାରେ ଆଜି ହୋଇପାରେ ଡି ଏନ ଏ ଟେଷ୍ଟ । ଏଥିପାଇଁ ସମସ୍ତ ପ୍ରକ୍ରିଆ ଆରମ୍ଭ ହୋଇସାରିଛି । ଏନେଇ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ କରାଯିବ ଆବେଦନ। କୋର୍ଟରୁ ଆଦେଶ ସହ ଏଫ୍ ଟିଏ କାର୍ଡ…
Read More...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦଶକ । କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଥିବା କୁହାଯାଉଛି । ଅନ୍ୟ କେହି ଦୋଷୀ ବାହାରିଲେ ତାଙ୍କ ବିରୋଧରେ…
Read More...

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । କ୍ୟାପିଟାଲ ହସ୍ପିଟାଲ ର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି ସଫେଇ କର୍ମଚାରୀ । ସଫେଇ କର୍ମଚାରୀମାପଙ୍କୁ ବିଭିନ୍ନ ସମୟରେ ନିାର୍ଦ୍ଦଶକ…
Read More...

କ୍ୟାପିଟାଲ ହସ୍ପିଟାଲରେ ମିଳିବ ୨୪ ଘଣ୍ଟିଆ ଜରୁରୀକାଳିନ ଓଟି ସେବା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେବ ଜରୁରୀକାଳିନ ଅସ୍ତ୍ରୋପଚାର । ଏଣିକି ଜରୁରୀକାଳୀନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ ଯିବାକୁ ପଡ଼ିବ ନାହଁ କଟକ ମେଡିକାଲ । କ୍ୟାପିଟାଲ ହସ୍ପିଟାଲରେ ଏଥର ମିଳିବ ୨୪ ଘଣ୍ଟିଆ ଜରୁରୀକାଳିନ ଓଟି ସେବା । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ…
Read More...

ଅଂଶୁଘାତ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଚି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କଲବଲ କରୁଛି ତାତି , ହନ୍ତ ସନ୍ତ ହେଉଛି ଜନଜୀବନ । ସକାଳ ୮ଟାସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର କରି ଯାଉଛି। ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ ଯୋଗୁ ଅଂଶୁଘାତ ହେବାର ସମ୍ଭାବନା…
Read More...

କ୍ୟାପିଟାଲ ହସ୍ପିଟାଲରେ ୫୦ ଅସ୍ଥାୟୀ ଶଯ୍ୟା

ବ୍ୟୁରୋ :କ୍ୟାପିଟାଲ ହସ୍ପିଟାଲରେ ଆଉ ୫୦ ଟି ଅସ୍ଥାୟୀ ଶଯ୍ୟା ବନ୍ଦୋବସ୍ଥ କରାଯିବ । ଏନେଇ ହସ୍ପିଟାଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ହସ୍ପିଟାଲର ବାରଣ୍ଡା ତଳେ ଚିକିସିତ ହେଉଥିବା କରୁଣ ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବା ପରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୦୦ ଟି ଅସ୍ଥାୟୀ…
Read More...

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ରେଟିନା ଅସ୍ତ୍ରୋପ୍ରଚାର

(ଶୁଭସ୍ମିତା ଦାଶ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେକାବୁ ଯାଉଛି ରେଟିନା ଅସ୍ତ୍ରୋପ୍ରଚାର । ଏନେଇ ଚକ୍ଷୁ ବିଭାଗରେ ଏକ ନୂତନ ଓଟି ବା ଅସ୍ତ୍ରୋପଚାର ଗୃହ ଆରମ୍ଭ ହେବ । ମାଗଣାରେ ରୋଗୀଙ୍କୁ ଏହି ସୁବିଧା ମିଳିବ । ନିକଟରେ ଏହାର ଉଦ୍ଘାଟନ କରାଯିବ ବୋଲି ସୂଚନା ମିଳିଛି । ଜାତୀୟ…
Read More...