କେନାଲରେ ଭାସୁଛି ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଅନୁଗୁଳ/ ସୁଧାକର ସାହୁ: ଆଜି ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତାଳଚେର ଚାଳିଆକୁଟା ନିକଟରେ ଥିବା କେନାଲରେ ଏକ ଶବ ଭାସୁଥିବାର ଦେଖିବାକୁ ମିଳିଛି । ସକାଳେ ଲୋକମାନେ ଗାଧୋଇବା ପାଇଁ କେନାଲକୁ ଯିବା ସମୟରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ତାଳଚେର ସଦର…
Read More...
Read More...