Browsing Tag

Bus accident

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ନିକଟରେ ଏକ ଘରୋଇ ବସ୍ ପାହାଡ଼ି ରାସ୍ତାରୁ ଖସି ପଡ଼ିବା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ବସଟି କୁପଭିରୁ ଶିମଲା ଅଭିମୁଖେ ଯାତ୍ରା କରୁଥିଲା। ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା…
Read More...

ବସ ଦୁର୍ଘଟଣାରେ ୩୦ ମୃତ ଅନେକ ଆହତ

ନୂଆଦିଲ୍ଲୀ: ମର୍ମନ୍ତୁଦ ବସ ଦୁର୍ଘଟଣାରେ ୩୦୦ ଫୁଟ ଖାଇକୁ ଖସିଲା ବସ । ଜମ୍ମୁ କାଶ୍ମୀରର ଡୋଡୋ ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା । ଏକ ବସ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀର ଖାଇ ପଡିଛି ଫଳରେ ୩୦ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଆଗକୁ ଆହୁରି ମଧ୍ୟ ମୃତ୍ୟୁ ସଂଖ୍ୟ…
Read More...

ଅସ୍ଥି ବସର୍ଜନ ପାଇଁ ଯାଉଥିବା ବେଳେ ବସ ଦୁର୍ଘଟଣା; ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ

ପୁରୀ/ ସଞ୍ଜୟ ମହାପାତ୍ର: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର…
Read More...

ଯାତ୍ରୀ ବାହି ବସ ଓଲଟି ଜଣେ ମୃତ ୧୫ ଆହତ

ଭଦ୍ରକ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ପୁଣି ଏକ ବସ ଦୁର୍ଘଟଣା ଘଟିଛି । ଭଦ୍ରକରୁ ବାସୁଦେବପୁର ଆସିବା ବେଳେ ଓଲଟି ପଡିଛି ଯାତ୍ରୀବାହି ବସ । ଫଳରେ ଜଣେ ମୃତ ୧୫ ଆହତ ହୋଇଥିବା ସୂଚନା ମିଳିଛି ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଛକର ରାସ୍ତା ପାଶ୍ୱର୍ରେ…
Read More...

ଆହତ ସମ୍ପର୍କୀୟଙ୍କୁ ଭେଟିଲେ ବିକ୍ରମ ଆରୁଖ ଓ ଲତିକା ପ୍ରଧାନ

ଭୁବନେଶ୍ୱର: ଦିଗପହଣ୍ଡି ବସ୍ ଦୁର୍ଘଟଣାକେ ମିଳିଲା ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ…
Read More...

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ…
Read More...

ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ନେଲା ୧୨ ଜୀବନ

ଗଞ୍ଜାମ: ସଡକ ଦୁର୍ଘଟଣା ନେଲା ୧୨ଜଣ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଆହୁରି ୬ଜଣଙ୍କୁ କେସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ:…
Read More...

ଆମ୍ରିତସରରୁ କାତ୍ରା ଯାଉଥିବା ବେଳେ ଖାଇକୁ ଖସିଲା ବସ :୧୦ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ବସ । ସେହି ବସ ଟି ଅମ୍ରିତସରରୁ କାତ୍ରା ଯାଉଥିବା କୁହାଯାଉଥିବା ବେଳେ ବସଟି ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର…
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୩୦ ଆହତ

ଆଳି : କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଆଜି ସକାଳେ ଏହିଭଳି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍କୁ ହାଇଓ୍ୱା ଧକ୍କା ଦେବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...