ଅଭିନେତ୍ରୀ ଭୂମିକାଙ୍କ୍ ପାଇଁ ବାବୁସାନ ଓ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଲାଗିଛି ଝଗଡା
(ସଂଜୁକ୍ତା): ଓଲିଉଡ୍ ଚକୋଲେଟ୍ ବୟ ବାବୁଶାନ୍ ମହାନ୍ତି ଏବଂ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିଛି। ସେ ପୁଣି ଜଣେ ଅଭିନେତ୍ରୀଙ୍କ ପାଇଁ। ଦୁଇଜଣଙ୍କ ମଧ୍ୟରେ ଏହି ଝଗଡ଼ା କିଛି ଦିନ ତଳୁ ଆରମ୍ଭ ହୋଇଛି। ତେବେ ଏହି ଝଗଡାର ଅନ୍ତ କେବେ ଓ କେଉଁଠି, ତାହା କାହାକୁ ଜଣା ନାହିଁ। ସବୁଠୁ ବଡ଼…
Read More...
Read More...