Browsing Tag

Budget 2026

ବଜେଟ୍‌ 2026 ପରେ ସିଗାରେଟ୍‌ ଦର ଆକାଶଛୁଆଁ, ଧୂମପାନକାରୀଙ୍କ ପାଇଁ ଡବଲ୍‌ ଆଘାତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଜେଟ୍‌ 2026 ପରେ ସିଗାରେଟ୍‌ ଧୂମପାନକାରୀଙ୍କ ପାଇଁ ବଡ଼ ଝଟକା ନେଇଆସିଛି। ତମାଖୁ ଉତ୍ପାଦ ଉପରେ ଟିକସ ବୃଦ୍ଧି ପରେ ସିଗାରେଟ୍‌ ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖାଯାଇଛି। ଏହାର ପ୍ରଭାବ ସିଧାସଳଖ ଭାବେ ଉପଭୋକ୍ତାଙ୍କ ପକେଟ୍‌ ଉପରେ ପଡ଼ୁଛି। ନୂତନ ଦର…
Read More...

ବଜେଟ୍ ୨୦୨୬: ମଦ ଓ ସିଗାରେଟ୍ ମହଙ୍ଗା, ୧୦୦୦ ଟଙ୍କାର ବୋତଲ୍ ଏବେ କେତେରେ ମିଳିବ?

ନୂଆଦିଲ୍ଲୀ: ବଜେଟ୍ ଆସିବା ସହିତ ସାଧାରଣ ଲୋକଙ୍କ ନଜର ସବୁଠାରୁ ପ୍ରଥମେ କେଉଁ ଜିନିଷ ଶସ୍ତା ହେଲା ଓ କେଉଁଟି ମହଙ୍ଗା ହେଲା ତା ଉପରେ ପଡେ । ବିଶେଷକରି ମଦ ଓ ସିଗାରେଟ୍ ଭଳି ଉତ୍ପାଦକୁ ନେଇ ପ୍ରତିବର୍ଷ ଆଲୋଚନା ଜୋର୍ ଧରେ। ବଜେଟ୍ ୨୦୨୬ରେ କରାଯାଇଥିବା ଟ୍ୟାକ୍ସ ପରିବର୍ତ୍ତନ ପରେ ମଦର ଦାମ…
Read More...

ବଜେଟରେ ଓଡ଼ିଶାକୁ ଗୁରୁତ୍ଵ, ଖଣିଜ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଖଣିଜ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ଖଣିଜ ସମ୍ପଦର ସଦୁପଯୋଗ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ଓଡ଼ିଶା, କେରଳ,…
Read More...

କେନ୍ଦ୍ରୀୟ ବଜେଟ ୨୦୨୬: ବିଡ଼ି ହେଲା ଶସ୍ତା, ମଦ ହେଲା ମହଙ୍ଗା, ଜାଣନ୍ତୁ କାହାର କମିଲା ଦର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ…
Read More...

କେନ୍ଦ୍ରୀୟ ବଜେଟ ୨୦୨୬: ୧ ଏପ୍ରିଲ୍ ୨୦୨୬ରୁ ଲାଗୁ ହେବ ନୂତନ ଆୟକର ଆଇନ, ଟିକସଦାତାଙ୍କୁ ମିଳିବ ବଡ଼ ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୬ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବ୍ୟବସ୍ଥାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଆୟକର ଆଇନ ୧ ଏପ୍ରିଲ୍ ୨୦୨୬ ରୁ କାର୍ଯ୍ୟକାରୀ ହେବ। ଏହି ଆଇନ ଅନୁଯାୟୀ, ଟିକସଦାତାମାନେ ଜରିମାନା ପରିବର୍ତ୍ତେ ଟିକସ ଦେଇ ଛାଡ଼…
Read More...

କେନ୍ଦ୍ରୀୟ ବଜେଟ ୨୦୨୬-୨୭: କୃଷକଙ୍କ ପାଇଁ ବଡ଼ ଘୋଷଣା, ମତ୍ସ୍ୟପାଳନରୁ କୋକୋ–କାଜୁ ପର୍ଯ୍ୟନ୍ତ ମିଳିବ ସହାୟତା

ନୂଆଦିଲ୍ଲୀ: ଆଜି ଅର୍ଥାତ ୧ ଫେବୃଆରୀରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳା ସୀତାରମଣଙ୍କ ୯ମ ବଜେଟ ଏବଂ ମୋଦି ସରକାରଙ୍କ ୧୫ତମ ବଜେଟ। ବଜେଟରେ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଗୁରୁତ୍ୱ ଦେଇ କୃଷକଙ୍କ ପାଇଁ…
Read More...

ମହିଳା ଉଦ୍ୟମୀଙ୍କ ପାଇଁ ବଡ଼ ଘୋଷଣା: ବଜେଟରେ ଆସିଲା SHE-Marts

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଏକ ବଡ଼ ଘୋଷଣା କରିଛନ୍ତି। ‘ଲକ୍ଷପତି ଦିଦି’ ଯୋଜନାର ସଫଳତାକୁ ଆଧାର କରି ଗ୍ରାମୀଣ ମହିଳା ଉଦ୍ୟମୀଙ୍କ ପାଇଁ SHE-Marts…
Read More...

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାହାକୁ ନେଇ ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ…
Read More...

ଶସ୍ତା ହେବ ଚିନି ଏବଂ କର୍କଟ ଔଷଧ

ବଜେଟ୍ ଭାଷଣର ୧୦ଟି ବଡ଼ କଥା। ୭ଟି ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ । ଜୈବ ଔଷଧ କ୍ଷେତ୍ର ପାଇଁ ୧୦,୦୦୦ କୋଟି ଟଙ୍କା। ଶସ୍ତା ହେବ ଚିନି ଏବଂ କର୍କଟ ଔଷଧ । ବଡ଼ ବୟନଶିଳ୍ପ ପାର୍କ ନିର୍ମାଣ କରାଯିବ। ସହରାଞ୍ଚଳ ଅର୍ଥନୈତିକ କ୍ଷେତ୍ର ପାଇଁ ବାର୍ଷିକ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ । ୨୦ ନୂତନ…
Read More...

ସଂସଦରେ ଖୋଲିବ ରାଜସ୍ୱ ପେଡ଼ି, କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ସଂସଦରେ ତାଙ୍କର ନବମ ବଜେଟ୍ ଉପସ୍ଥାପନ କରିବେ। ଏହା ସହ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ପ୍ରମୁଖ ବଜେଟ୍ ହେବାରୁ ଏହାକୁ ନେଇ ସାରା ଦେଶରେ ଭାରି…
Read More...