୧୯ରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା: ୩୦୮୨ କେନ୍ଦ୍ରରେ ୫.୬୧ ଲକ୍ଷ ପରୀକ୍ଷାର୍ଥୀ
କଟକ: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ପାଇଁ ସାରା ରାଜ୍ୟରେ ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ୮୦ଟି ଅଧିକ। ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲ୍ ଅପ୍…
Read More...
Read More...