Browsing Tag

brown sugar

ଭେଟେରାନ ବ୍ରାଉନସୁଗର ବେପାରୀକୁ ଗିରଫ କଲା STF

ଭୁବନେଶ୍ଵର:ଭେଟେରାନ ବ୍ରାଉନସୁଗର ବେପାରୀକୁ ଗିରଫ କଲା STF । ତେବେ ଅଭିଯୁକ୍ତ ଜଣଙ୍କ ମରୟରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳର ଏସ. କେ . ମହତାବ ଅଲ୍ଲୀ ବୋଲି ଜଣାପଡିଛି । ସୂଚନା ମୁତାବକ,  ଗତ ଫେବୃଆରୀ ମାସ ୨୧ ତାରିଖ ରେ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ସେହି…
Read More...

ଜବତ ହେଲା ବ୍ରଉନ ସୁଗାର

ପୁରୀ / ଜୟନ୍ତ କୁମାର ସେଠି : ଜବତ ହେଲା ବ୍ରଉନ ସୁଗାର । ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ…
Read More...

ପାଟ୍ରୋଲିଂ ବେଳେ ମିଳିଲା ୪୦ଗ୍ରାମ ବ୍ରାଉନସୁଗାର : ଜଣେ ଗିରଫ

ପୁରୀ : କାକଟପୁର ଥାନାର ବଡ ସଫଳତା । ୪୦ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ । ପୁରୀ ଜିଲ୍ଲା କାକଟପୁର ଥାନା ପୁଲିସର ପାଟ୍ରୋଲିଂ ବେଳେ ନିକଟସ୍ଥ ବଲରା ବ୍ରିଜ ନକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କାକଟପୁର ପୋଲିସ । ଯାହାର ମୂଲ୍ୟ ୪…
Read More...

ତାଳସାରି ବେଳାଭୂମିରୁ ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ନିସ୍ତୁକ ମାଡ଼ । ଦୁଇ ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆଜି ସକାଳା ୧୦ଟା…
Read More...

ଜବତ ହେଲା କୋଟିଏ ଟଙ୍କାର ଧଳା ଜହର, ୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ୍ ଚାଲିଛି ଧଳା ଜହର କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନକୁ ଦିନ ସକ୍ରିୟ ହେଉଛନ୍ତି ଧଳା ଜହର ବେପାରୀ । ଆଜି ଜଟଣୀରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣା ସ୍ଥଳରୁ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ । ସୂଚନା…
Read More...

ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର/ଆଦର୍ଶ ରାଉତ: ଇଣ୍ଟେଲିଜେନ୍ସ ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି ଓ ୩ ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଏସଟିଏଫ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଜାରରେ ରେଡ କରି ଅଢେଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ…
Read More...

ଖଣ୍ଡଗିରିରୁ ପୁଣି ୫ ଲକ୍ଷ୍ୟ ଟଙ୍କାର ବ୍ରାଉନ ସୁଗାର ଜବତ

(ଆଦର୍ଶ ରାଉତ):  ଜଣେ ଯୁବକକୁ ଅଚାନକ ଭାବରେ ଚଢାଉ କରି ୫ ଲକ୍ଷ୍ୟ ଟଙ୍କା ର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଆଜି ଖଣ୍ଡଗିରି ଛକଠାରେ ଜଣେ ଯୁବକ କୁ ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗାର ଜବତ କରିଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ରୁ ଅଧିକ ହେବ ।…
Read More...

ଦୁଇ ଜଣ ବ୍ରାଉନସୁଗାର ବେପାରୀ ଗିରଫ

(ଆଦର୍ଶ ରାଉତ ) : ରାଜଧାନୀରୁ ଧରା ପଡିଲା ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ଭୁବନେଶ୍ବର ହଳଦିପଡିଆ ବସ୍ତିରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା । ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ମଇନା ରାଉତରାୟ ଗିରଫ । ମଇନାଙ୍କୁ ଗିରଫ କଲା…
Read More...