Browsing Tag

Briten PM Rishi Sunak

ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀ ସମାପ୍ର ହୋଇଛି । ଏହି ସମ୍ମିଳନୀର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରରେ ଲାଗିଛି । ନିଖଟରେ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରରେ ଲାଗିଛି । ଏହି ଫଟୋଟି ବ୍ରଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ । ଯାହାକୁ ନେଇ ସବୁଆଢେ…
Read More...

ବଦଲା ନେଲା ଭାରତ

ବିଟ୍ରେନ: ଇତିହାସ ରଚିଲେ ଋଷି । ଦିନ ଥିଲା ଯେତେବେଳେ ଇଂରେଜ ସରକାର ଭାରତ ଉପରେ ଶାସନ କରୁଥିଲେ । ୨୦୦ ଶହ ବର୍ଷ ଧରି ଗୋରାମାନେ ଶାସନ କରିଥିଲେ ଆମ ଦେଶ ଭାରତ ଉପରେ, ବର୍ତମାନ ସମୟଚକ୍ର ପରିବର୍ତ୍ତନ ହୋଇଛି । ଏବେ ବ୍ରିଟେନ ଉପରେ ରାଜ କରିବେ ଭାରତର ବଂଶୋଭବ ଋଷି ସୁନକ । ବର୍ତ୍ତମାନ ଏହା…
Read More...

ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଋଷି ସୁନକ

ଲଣ୍ଡନ :  ଋଷି ସୁନକ ଔପଚାରିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ସୁନକ ଗତକାଲି…
Read More...