ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ରେ ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଝିଅ…
ନୂଆଦିଲ୍ଲୀ-: ବିଦେଶରେ ଚମକିଲେ ଭାରତୀୟ ଝିଅ । ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ର ଗ୍ରାଣ୍ଡ ଫଇନାଲରେ ଭାରତର ୯ ବର୍ଷୀୟା ବିନିତା ଛେତ୍ରୀ ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ଛାଡ଼ିଛନ୍ତି ନିଜର ଛାପ । ବିନିତା ଉଚ୍ଚ କୋଟିର ନୃତ୍ୟ ଦ୍ୱାରା କେବଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ…
Read More...
Read More...