ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଳୀ: ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ଜାମିନ୍ ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ।…
Read More...
Read More...