Browsing Tag

bribe

ଫାଇଲ କାମ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଇ ପୁଣି ଧରା ପଡିଲେ ସରକାରୀ ବାବୁ । ଜୁନିଅର ରାଜସ୍ୱ ସହାୟକ (JRA) ସୌରଭ ତ୍ରିପାଠୀ, ସ୍ୱତନ୍ତ୍ର ପ୍ରମାଣପତ୍ର ବିଭାଗ, ଭୁବନେଶ୍ୱରର ସବ-କଲେକ୍ଟର କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୀର୍ଘ ଦିନ ଧରି ବିଚାରାଧୀନ ଏକ ପ୍ରମାଣପତ୍ର ମାମଲାରେ ଫାଇଲ କାମ…
Read More...

ବିଲ୍ କରାଇବା ପାଇଁ ମାଗୁଥିଲେ ଲକ୍ଷେ ଟଙ୍କା

ବ୍ୟୁରୋ-: ଲାଞ୍ଚୁଆ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ବର ରୁରାଲ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସ ଗିରଫ  । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ବିଲ୍ କରାଇବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲେ ଇଞ୍ଜିନିୟର । ସୂଚନା…
Read More...

ଲାଞ୍ଚ ନେଇ ଧରାପଡ଼ିବା ବେଳେ ସରକାରୀ ବାବୁଙ୍କ ଅଜବ କାରନାମା

କଟନୀ:  ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶର କଟନୀରୁ ଆସିଛି ଏଭଳି ଆଶ୍ଚର୍ୟ୍ୟକର ଦୃଶ୍ୟ । ପଟୱାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ସରକାରୀ ବାବୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିବା ଭୟରେ ଲାଞ୍ଚ ଟଙ୍କାକୁ ଚୋବାଇ ଗିଳିଦେଇଥିଲେ । ଏସପି…
Read More...

ଲାଞ୍ଚ ନେଇ ଧରାପଡିଲେ ଡାକ୍ତର

ଯାଜପୁର:ଯାଜପୁର ଜିଲ୍ଲାର ଦାନାଗାଡି ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରର ମେଡିକାଲେ ଅଫିସର ଡକ୍ଟର ପ୍ରବିତ୍ର କୁମାର ସେଠୀ ଓ ସିକୁରିଟି ଗାଡ ଅରବିନ୍ଦ କାନ୍ଦି ନୋଇ ଧରାପଡିଛନ୍ତି । ଗତ ମାସ ମାର୍ଚ୍ଚ ୩୦ରେ ବଜ୍ରଘାତରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ବଜ୍ରଘାତ ଜନିତ ମୃତ୍ୟୁ ର…
Read More...