Browsing Tag

breaking

ବରୀରେ ବିଶ୍ଵଙ୍କ ମାରାଥନ ପ୍ରଚାର

ବରୀ : ପଞ୍ଚାୟତ ନିର୍ବାଚନ ପାଇଁ ସମୟ ଯେତେ ଘନାଉଛି ଲୋକଙ୍କ ମନ ରେ ସେତେ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଆସନ୍ତା ୨୪ ତାରିଖରେ ବରୀ ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ। ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି…
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ଆକ୍ରାନ୍ତ ଚିହ୍ନଟ ଓ ୩୪୭ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ଆକ୍ରାନ୍ତ…
Read More...

ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ତିନି ନୂଆ ବିଚାରପତି

କଟକ: ଆଜି ଓଡ଼ିଶା ହାଇକୋର୍ଟର ତିନି ନୂଆ ବିଚାରପତି ଶପଥ ନେଇଛନ୍ତି । ବିଚାରପତି ଭାବେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି…
Read More...

ପୁଣି ଛାତ୍ରଛାତ୍ରୀ ସ୍କୁଲ ଆସିବା ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ହେଲା ପିଲାମାନେ ସ୍କୁଲ୍ ଯାଇନାହାନ୍ତି । ତେଣୁ ପିଲାଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପଡିଛି। ଏହିସବୁ ପରିସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯାଇଛି । ସେହିପରି ଆସନ୍ତା ୧୪ରୁ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ସ୍କୁଲ…
Read More...

ଦେଶରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ

ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ । ଏନସିଆରବିର ତଥ୍ୟ ଅନୁସାରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ସାଇବର ଅପରାଧ ମାମଲା ବଢିଥିବା ସୂଚନା ମିଳିଛି । ୨୦୧୯ରେ ୪୪ ହଜାର ୭୫୩ କେସ୍ ଆସିଥିବା ବେଳେ ୨୦୨୦ରେ ୫୦ ହଜାର ୩୫ ଅପରାଧ ମାମଲା ପଂଜୀକରଣ ହୋଇଛି । ଏହା…
Read More...

ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ :  ପୁରୀ ଚନ୍ଦନପୁର ପୋଲିସ ଦ୍ବାରା ଗିରଫ ହୋଇଛି ବ୍ରାଉନସୁଗାର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରିଥିବା ବେଳେ ତାଠାରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ୧୦ହଜାର…
Read More...

ସ୍ୱାମୀକୁ ଛୁରି ଭୁସି ବିଭତ୍ସ ହତ୍ୟା କଲା ସ୍ତ୍ରୀ

ଆଠଗଡ଼: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀକୁ ଛୁରି ଭୁସି ବିଭତ୍ସ ହତ୍ୟା କଲା ସ୍ତ୍ରୀ । ସ୍ତ୍ରୀର ଛୁରାମାଡ଼ରେ ଘଟଣାସ୍ଥଳରେ ହିଁ ସ୍ୱାମୀର ମୃତ୍ୟୁ ଘଟିଛି । ଆଠଗଡ଼ ଏନଏସି ୪ନମ୍ବର ୱାର୍ଡରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତ ସ୍ୱାମୀ ହେଲେ ହରିଜନ ସାହିର ମଙ୍ଗୁଳି ନାଏକ ।…
Read More...