ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ
ପୁରୀ : ପୁରୀ ଚନ୍ଦନପୁର ପୋଲିସ ଦ୍ବାରା ଗିରଫ ହୋଇଛି ବ୍ରାଉନସୁଗାର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରିଥିବା ବେଳେ ତାଠାରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ୧୦ହଜାର…
Read More...
Read More...