Browsing Tag

Brajrajnagar by-election

ଚାଲିଛି ବ୍ରଜରାଜନଗର ଉପନିର୍ବାଚନ ଭୋଟିଂ: ୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟିଂ । ସଠିକ ପାର୍ଥିଙ୍କୁ ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର। ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ବେଳେ । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଏହି ମତଦାନ ପ୍ରକ୍ରିୟା ସଂଧ୍ୟା ୬ଟା…
Read More...

ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ଚାଲିଛି ଜୋରଦାର କ୍ୟାମ୍ପେନିଂ

ବ୍ରରାଜନଗର: ଆଜି ସନ୍ଧ୍ୟାରେ ସରିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର । ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ କରୁଛନ୍ତି ଜୋରଦାର ଉଦ୍ୟମ। ରାଜ୍ୟର ତିନି ପ୍ରମୁଖ ଦଳର ନେତା ମାରାଥନ ପ୍ରଚାର କରି ଶେଷ ଦିନରେ ଭୋଟରଙ୍କ ମୁଡ ବଦଳାଇବାକୁ ଉଦ୍ୟମ କରିବେ । ରାଲି, ରୋଡ…
Read More...

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ନମ୍ବର ୱାନ ଷ୍ଟାର କ୍ୟାମ୍ପେନର ନବୀନ

ବ୍ରଜରାଜନଗର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ଚଳିତ ବର୍ଷ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଉପ-ନିର୍ବାଚନ ପ୍ରଚାର । ଅନ୍ୟପକ୍ଷେ ୪୦ ଜଣିଆ ଷ୍ଟାର…
Read More...

ବ୍ରଜରାଜନଗର ଉପନିର୍ବାଚନ: ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା, ଘରେ ରହି ଭୋଟ ଦେବେ ବୟସ୍କ ଓ ଦିବ୍ୟାଙ୍ଗ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ପ୍ରାଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ଥିବାବେଳେ ଚଳିତଥର ମୋଟ ୨୭୯ଟି ବୁଥ ପ୍ରସ୍ତୁତ ହୋଇଛି…
Read More...