ବାରବାଟୀରେ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ସଙ୍କେତ ଦେବେ ମୁଖ୍ୟମନ୍ତ୍ରୀ
କଟକ: ଆସନ୍ତାକାଲି ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ କରିବେ । ଏଣୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଇଡେନ ଗାର୍ଡେନ ପରି ବାରବାଟୀରେ ମଧ୍ୟ…
Read More...
Read More...