Browsing Tag

Boudha

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରିଲା ପୋଲିସ

ବୋଦ୍ଧ : ଏସଟିଏଫ ଓ ବୋଦ୍ଧ ବନ ବିଭାଗର ମିଳିତ ରେଡରେ ବଜ୍ରକାପ୍ତା କାତି ଜବତ । ସୂଚନାନୁଯାୟୀ ବୋଦ୍ଧ ଥାନା ଜଗନ୍ନାଥ ରୋଡସ୍ଥିତ ବଘରାପାଲି ଛକ ନିକଟରୁ ଜବତ ହୋଇଛି ୧୧ କେଜି ବଜ୍ରକାପ୍ତା କାତି । ସେଥିରେ ଜଣେ ଅଭିଯୁକ୍ତ ପ୍ରଦୋଶ ମହାକୁଡଙ୍କୁ ଗିରଫ କରାଯାଇଛି । ଏକ ଜୀବନ୍ତ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀ ଠାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ତାଙ୍କୁ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି । ବଙ୍କାପଡ଼ା ଗ୍ରାମରୁ କିଛି ଲୋକେ ନଦୀରୁ ଗାଧୋଇ ସାରି ଫେରୁଥିବା ବେଳେ ଆମ୍ବବୁରି…
Read More...