Browsing Tag

boudha accident

ବାଇକକୁ ପଛପଟୁ ଧକ୍କା ଦେଲା କାର

ବାଇକକୁ ପଛପଟୁ ଧକ୍କା ଦେଲା କାର । 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରେକୃଷ୍ଣପୁର ଠାରେ ଗତକାଲି ବିଳମ୍ବିତ ରାତିରେ ରେ ଘଟିଛି ଏଭଳି ଦୁର୍ଘଟଣା! ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର! ଗୁରୁତର ବ୍ୟକ୍ତି ଡିମିରିଝୁଲି ଗ୍ରାମର ମାଧବ ବେହେରା ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର…
Read More...

କାର ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଖୋର୍ଦ୍ଧା- ବଲାଙ୍ଗୀର  57 ନମ୍ବର ଜାତୀୟ ରାଜପଥ ର ମନମୁଣ୍ଡା ଥାନା ଚୌରୀଆ ପଦର ନିକଟରେ ଏକ କାର ଧକାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଥାନା ଚୌରୀଆ ପଦର ଗ୍ରାମର ଲିଙ୍ଗରାଜ ମେହେର ନିଜ ସାଇକେଲ ଯୋଗେ…
Read More...