ବିସିସିଆଇ ବଢାଇବ ବୁମରାଙ୍କ ଦରମା ।
ଖୁବଶୀଘ୍ର ବଢିବ ଜସପ୍ରିତ୍ ବୁମରାହଙ୍କ ଦରମା । ବିଗତ ମ୍ୟାଚ୍ ଗୁଡିକରେ ବୁମରାହ୍ଙ୍କ ଭଲ ପଦର୍ଶନ ରହି ଆସିଛି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ ସେମାନଙ୍କ ଦରମା ବୃଦ୍ଧି ପାଇବାକୁ ଯାଉଛି।…
Read More...
Read More...