OMG-2 ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଙ୍କୁ ମହାକାଳ ପୂଜାରୀଙ୍କ ଚେତାବନୀ
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚିତ୍ର OMG-2 ରେ ଲାଗିଲା ରୋକ । OMG-2 ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଚେତାବନୀ ଦେଲେ ମହାକାଳଙ୍କ ପୂଜକ । OMG-2 ଚଳଚିତ୍ରର ଟିଜର୍ ଜୁଲାଇ୧୧ ରିଲିଜ୍ ହୋଇଥିଲା। ଏହି ଚଳଚିତ୍ରରେ ଅକ୍ଷୟ କୁମାର ଲମ୍ବା ଜଟା ସହ ମଥାରେ ଭଷ୍ମ…
Read More...
Read More...