‘Dunki’ ଟିଜର ରିଲିଜ, ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ
ମୁମ୍ବାଇ : ଚଳିତ ବର୍ଷ ସୁପର ଷ୍ଟାର ଶାହାରୁଖ ଖାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ବର୍ଷ ତାଙ୍କର ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ହୋଇଛି । ପଠାନ ଏବଂ ଯୱାନ ଦୁଇଟି ଯାକ ଫିଲ୍ମ ସୁପର ହିଟ ରହିଛି । ପୁଣି ଥରେ ଡିସେମ୍ବରରେ ତାଙ୍କର ‘ଡଙ୍କି’ ଫିଲ୍ମ…
Read More...
Read More...