‘ବ୍ରହ୍ମାସ୍ତ୍ର 2’ରେ ରଣବୀରଙ୍କ ଡବଲ୍ ରୋଲ୍, ଅମୃତା ଭୂମିକାରେ ଦୀପିକା !
୨୦୨୨ରେ "ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍ - ଶିବା" ରିଲିଜ୍ ହେବା ପରଠାରୁ ଫ୍ୟାନ୍ସମାନେ ପରବର୍ତ୍ତୀ ଅଧ୍ୟାୟର ଅପେକ୍ଷାରେ ଅଛନ୍ତି। ରଣବୀର କପୁର ବର୍ତ୍ତମାନ "ରାମାୟଣ"ର ସୁଟିଂରେ ବ୍ୟସ୍ତ ଥିବା ବେଳେ, ଅଭିନେତା ଏବଂ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ "ବ୍ରହ୍ମାସ୍ତ୍ର ୨" ଉପରେ କାମ ଆରମ୍ଭ…
Read More...
Read More...