ରେକର୍ଡ ଭାଙ୍ଗୁଛି ବୋଉ ବୁଟୁ ଭୁତ, ସାଉଥରେ ବି ହେଉଛି ଚର୍ଚ୍ଚା
ଭୁବନେଶ୍ଵର: 'ବୋଉ ବୁଟୁ ଭୁତ' କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ଗତ ଜୁନ ୧୨ ରେ ରିଲିଜ ହୋଇଥିବା ଏହି ଫିଲ୍ମ ଲୋକଙ୍କ ମନ ଜିତୁଥିବା ବେଳେ ଦିନକୁ ଦିନ ଶୋ' ହାଉସଫୁଲ ରହିଛି । ଫିଲ୍ମକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଭଲ ମିଳୁଛି । ବକ୍ସ ଅଫିସରେ ଗୋଟେ ପରେ ଗୋଟେ ରେକର୍ଡ ମଧ୍ୟ…
Read More...
Read More...