Browsing Tag

BMC

ଦୁଇ ହଜାର ବର୍ଷ ପୁରୁଣା ଜୈନ ଗୁମ୍ଫା ପାଇଁ ବିପଦ ସାଜିଛି ଭାରି ଯାନ ଯାତାୟତ, ସଂପୂର୍ଣ ରାସ୍ତା ବନ୍ଦ କରିଲା ଏଏସଆଇ,…

ଭୁବନେଶ୍ୱର: ଓଡିଶାର ଅନ୍ୟତମ ପ୍ରାଚୀନ ଜୈନ ସାଧନା ପୀଠ ତଥା ଗୁମ୍ଫା ହେଉଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡିଗିରି ଓ ଉଦୟଗିରି ପାହାଡ । ଓଡିଶା ପର୍ଯ୍ୟଟନର ଏହା ହେଉଛି ଏକ ବିଶେଷ ସ୍ଥାନ । କିନ୍ତୁ ଏହି ପ୍ରାଚୀନ ଗୁମ୍ଫା ଏବେ ବିପଦଶଙ୍କୁଳ । ଦୁଇ ପାହାଡ ମଝିରେ ଯାଇଥିବା ରାସ୍ତା ପାଇଁ ଏହି…
Read More...

ବିନା ଟ୍ୟାଗରେ ରାସ୍ତାକୁ ବାହାରି ପାରିବେନି ପୋଷା କୁକୁର

ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ମଳତ୍ୟାଗ କରିପାରିବେନି ପୋଷା କୁକୁର । ଏପରି ହେଲେ ମାଲିକଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ୟ୍ୟାନୁଷ୍ଠାନ । ରାଜଧାନୀରେ ପୋଷା କୁକୁରଙ୍କୁ ନେଇ ନିୟମ ଲାଗୁ କରିବ ବିଏମସି । ଏନେଇ ଭୁବନେଶ୍ୱର ମହାନଗର ନିଗମ କାର୍ୟ୍ୟାଳୟରେ ବୈଠକ ଅନୁଷ୍ଠିତ…
Read More...

ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ

ଭୁବନେଶ୍ୱର: ସହରରେ ସବୁ ୱାର୍ଡରେ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଷ୍ଟ୍ରିଟ୍ ଲାଇଟ ଜଳୁଛି ତ ଆଉ କେଉଁଠି ଜଳୁନାହିଁ। କେଉଁଠି ପୁଣି ଦିନରାତି ଜଳି ରହୁଛି। ଅବ୍ୟବସ୍ଥା ଭିତରେ ବିଏମସି ନିକଟରେ ଅଭିଯୋଗ ହେଉଛି। ହେଲେ କର୍ତ୍ତୁପକ୍ଷଙ୍କ ପାଖରୁ ସମାଧାନର କୌଣସି ବାଟ…
Read More...

ଏଲଇଡି ଡିସପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ହୋଇପାରୁନାହିଁ

ଭୁବନେଶ୍ବର: ସରକାରୀ ଯୋଜନା ସଂପର୍କିତ ସୂଚନା ପାଇବା ଲାଗି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଏଲଇଡି ଡିସପ୍ଲେବୋର୍ଡ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହି ପ୍ରକଳ୍ପ ଜରିଆରେ  ଲୋକଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଯିବା ସହିତ ଯୋଜନାର ସମସ୍ତ ସୂଚନା ପ୍ରଦାନ କରାଯିବ।…
Read More...

ବ୍ୟବସାୟିକ ପ୍ଲାନରେ ଗୋଟିଏ ବି ମଣ୍ଡପ ନାହିଁ

ଭୁବନେଶ୍ବର: ବିଲଡିଂ ପ୍ଲାନ ଅନୁମୋଦନ ହୋଇନାହିଁ। ହୋଲଡିଂ ଟିକସ ନାହିଁ। ପାର୍କିଂ ସୁବିଧା ନାହିଁ। ପାୟାର ସେଫଟି ଅଛିକି ନାହିଁ ତାହା ବି ସମସ୍ତଙ୍କୁ ଜଣା ନାହିଁ। ରାଜଧାନୀ ଭୁବନେଶ୍ବରରେ ଏଭଳି ଭାବେ ଚାଲିଛି ଅଧିକାଂଶ ବେଆଇନ ମଣ୍ଡପ। ଏଥି ପ୍ରତି ବିଏମସିର ନଜର ନାହିଁ। ନିୟମ ଅନୁସାରେ…
Read More...

ସ୍ୱଚ୍ଛ ସାଥୀଙ୍କ ମହାନ କାମ

ଭୁବନେଶ୍ୱର : ସ୍ୱଚ୍ଛ ସାଥୀ ପୂଜା ସିଂହଙ୍କୁ ସମ୍ବର୍ଧନା କଲେ BMC କମିଶନର ଓ ଅତିରିକ୍ତ କମିଶନର । BMC ର MCC ସେଣ୍ଟର ସ୍ୱଚ୍ଛ ସାଥୀ ଭାବେ କାମ କରନ୍ତି ପୂଜା ସିଂହ। ଗତକାଲି ଡ୍ୟୁଟି ସମୟରେ ସେ ଅଳିଆ ଭିତରୁ ଏକ ସୁନା ଚେନ ପାଇଥିଲେ। ଏ ନେଇ ସେ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ସୂଚନା…
Read More...

ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ପ୍ରସ୍ତୁତ ହେଲାଣି ବିଏମସି

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ତାପମାତ୍ରାରେ ଟିକିଏ ପରିବର୍ତ୍ତନ ଆସିଛି । ଆଗକୁ ଆସୁଥିବା ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ବିଏମସି ପକ୍ଷରୁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଆଗକୁ…
Read More...

ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

ଭୁବନେଶ୍ୱର,: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଦୁଇଟି ସରକାରୀ ଜାଗାରୁ ପୃଥକ ଭାବରେ ଏନ୍ଫୋର୍ସମେଣ୍ଟ ଟିମ୍ ପୋଲିସ ସହାୟତାରେ ଏହି ଉଚ୍ଛେଦ ହୋଇଛି ଜାଗମରା ମୌଜା ସ୍ଥିତ ପ୍ଲଟ୍ ନଂ 1355, 1356 (ପିଟି), 1357 (ପିଟି) ଓ 1358…
Read More...

ଡଟ୍ ଫେଷ୍ଟର ମଜ୍ଜା ନେଲେ ଭିକାରୀ, ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର

ଭୁବନେଶ୍ୱର : ଡଟ୍ ଫେଷ୍ଟ ସଂଧ୍ୟାରେ ଶିବମ୍ ମହାଦେବ ଏବଂ ସିଦ୍ଧାର୍ଥ ମହାଦେବନଙ୍କ ଉଚ୍ଚାଙ୍ଗ କଣ୍ଠ ସଂଗୀତ ସାଙ୍ଗକୁ ଦର୍ଶକଙ୍କ ଝୁମିବା ସାଙ୍ଗରେ ଝୁମିଥିଲେ ସହରର ସ୍ୱତନ୍ତ୍ର ବର୍ଗ । ସମସ୍ତଙ୍କୁ ଆନନ୍ଦ ଉଲ୍ଲାସର ଆବଶ୍ୟକତା ରହିଛି । ସବୁ ବର୍ଗଙ୍କ ପାଇଁ ଡଟ୍ ଫେଷ୍ଟ ହୋଇଛି ଏବଂ ସମସ୍ତେ…
Read More...

ମଶା ଦମନ ପାଇଁ ବିଏମସିର ଆକ୍ସନ ପ୍ଲାନ୍: ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍

ଭୁବନେଶ୍ୱର: ମଶା ଦମନ ପାଇଁବିଏମସିର ଆକ୍ସନ ପ୍ଲାନ୍‌। ରାଜଧାନୀରେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ। ଗାଡ଼ି ଯାଇ ପାରୁନ ଥିବା, ଅବ୍ୟବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନ୍‌ ରେ ସାମିଲ ହେବ ଡ୍ରୋନ। ମଶା ବଂଶ ବିସ୍ତାର ରୋକିବାକୁ ମାସେ…
Read More...