ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଗ୍ରାମର ଯୁବକ କଲେ ରକ୍ତଦାନ
(ଧାମନଗର/ରାଜେଶ ସାହୁ) ଆଜି ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧୀନରେ ଥିବା ପିତେଇପୁର ଉଚ୍ଚ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ମହାମାରୀ କୋରାନା ମହାମାରୀ ସମୟରେ ରାଜ୍ୟରେ ଏବେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଜୀବନବିନ୍ଦୁ…
Read More...
Read More...