Browsing Tag

BJP

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର-: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜି ଇ-କେଓ୍ବାଇସି ଯାଞ୍ଚ କରିବାର ଶେଷ ତାରିଖ । ଯେଉଁମାନେ ଆଜି ଇ-କେଓ୍ବାଇସି ନକରିବେ ସେମାନଙ୍କର କାର୍ଡ ୩ ମାସ ପାଇଁ ସସପେଣ୍ଡ ହେବ । ୩ ମାସ ଭିତରେ…
Read More...

୨୯ରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର-: ବିଜେପିର କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି

ନୂଆଦିଲ୍ଲୀ-: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଗୁରୁବାର ରାତି ପ୍ରାୟ ୧୧:୦୦ ଟାରେ ଗାଜିଆବାଦ ପୋଲିସକୁ ଏହି ପିସିଆର୍ କଲ୍ କରାଯାଇଥିଲା। ତୁରନ୍ତ…
Read More...

ଗୃହୀତ ହୋଇଛି ଜାତିଗତ ଜନଗଣନା ପ୍ରସ୍ତାବ

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମୁଖ୍ୟମନ୍ତ୍ରୀ ସମ୍ମିଳନୀ ପାଇଁ ରବିବାର ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ୨୦ ରୁ ଅଧୂକ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ ଏକତ୍ରିତ ହୋଇଥିଲେ। ବୈଠକ ଦୁଇଟି…
Read More...

ବିଜେପି ସାଂସଦଙ୍କ ଟାର୍ଗେଟରେ ରାହୁଲ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବିଜେପି ସାଂସଦଙ୍କ ଟାର୍ଗେଟରେ ରାହୁଲ । ୧୯୯୧ ମସିହାର ଭାରତ-ପାକିସ୍ତାନ ସାମରିକ ଚୁକ୍ତିନାମାକୁ ନେଇ କଂଗ୍ରେସ ଉୁପରେ ବର୍ଷିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ଏହି ଚୁକ୍ତିନାମା ଦେଶଦ୍ରୋହ କି ନାହିଁ ସେ ନେଇ ନିଶିକାନ୍ତ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ…
Read More...

କଂଗ୍ରେସ ସାଂସଦଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ଦଳ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଶଶି ଥରୁରଙ୍କୁ ନେଇ ବଢିଲାଣି ଚର୍ଚ୍ଚା । ଦଳରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି କଂଗ୍ରେସ ବିଧାୟକ ଶଶି ଥରୁର । ଏନେଇ ଚିନ୍ତା ଘେରରେ ପଡ଼ିଲାଣି ଦଳ । ଅପରେସନ ସିନ୍ଦୁରକୁ ନେଇ ଭାରତ ସରକାର ଥରୁରଙ୍କୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଛି।…
Read More...

ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି

ଭୁବନେଶ୍ବର-: ଆସନ୍ତା ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସରକାର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନିତ ଅତିଥି ଭାବେ…
Read More...

ଆତଙ୍କବାଦ ନଛାଡ଼ିଲେ କଲବଲ ହୋଇ ମରିବ ପାକିସ୍ତାନ : ଜୟଶଙ୍କର

ରିପୋର୍ଟର୍ସ ଟୁଡେ୍ ବିରୋ : ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ମୁହଁ ଖୋଲିଲେ ଜୟଶଙ୍କର । ଯୁଦ୍ଧବିରତିକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ମାଟିରୁ ଆତଙ୍କବାଦ ସଫା ନହେଲେ ଧ୍ବଂସ ହେବ ଶତ୍ରୁ ଦେଶ । ଏକ ଉଦଘାଟନ ଉତ୍ସବରେ ଯୋଗଦେଇ…
Read More...

ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖାକୁ ନେଇ ବଡ଼ ପଦକ୍ଷେପ ନେବେ ସରକାର ।

ଭୁବନେଶ୍ବର: ମମତାଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ । ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବଡ଼ କଥା କହିଛନ୍ତି ଆଇନମନ୍ତୀ ପୃଥିରାଜ ହରିଚନ୍ଦନ । ପଶ୍ଟିମବଙ୍ଗ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିବା ସହିତ ତାଙ୍କ ଉପରେ ବର୍ଷିଛନ୍ତି ଆଇନମନ୍ତୀ । ଖୁବଶୀଘ୍ର ଆଇନଗତ…
Read More...

‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି

ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ  ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଚିଲିଛି ସର୍ବଦଳୀୟ ବୈଠକ । ସଂସଦ ଭବନରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, କିରଣ ରିଜୁ,…
Read More...