Browsing Tag

BJP

ଆର୍ୟାନ ଖାନଙ୍କୁ ଅପହରଣ କରାଯାଇଥିଲା

ମୁମ୍ବାଇ : ନଓ୍ବାବ ମଲ୍ଲିକଙ୍କ ସମ୍ବେଦନଶୀଳ ବୟାନ । ଆର୍ୟାନ ଖାନଙ୍କୁ ଅପହରଣ କରାଯାଇଥିଲା । ମୋହିତ କମ୍ବୋଜ ଓ ସମୀର ଓ୍ବାନଖେଡେ ମିଶି ବଟି ଆଦାୟ ପାଇଁ ଆର୍ୟାନ ଖାନଙ୍କୁ ଫସାଇଥିଲେ । ପୂର୍ବରୁ ୧୧୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନିତୀରେ ସାମିଲ ଥିବା ବିଜେପିର ପୂର୍ବ ଯୁବ ମୋର୍ଚ୍ଚା…
Read More...

ଉପନିର୍ବାଚନରେ ମୁହଁମାଡି ପଡିଲା ବିଜେପି

ନୂଆଦିଲ୍ଲୀ : ପ୍ରକାଶ ପାଇଛି ୧୩ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନର ଫଳାଫଳ। କଂଗ୍ରେସର ସଫଳତା ବେଳେ ବିଜେପିର ବିଫଳତା ପ୍ରକାଶ ପାଇଛି । ହିମାଚଳପ୍ରଦେଶରେ ଆଜି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ତିନୋଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ…
Read More...

ଡ଼େରାଡ଼ୁନରେ ଅମିତ ଶାହା

ନୂଆଦିଲ୍ଲୀ: ଡ଼େରାଡ଼ୁନରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ‘ ଘାସିୟାରୀ କଲ୍ୟାଣ ଯୋଜନା’ ର ଶୁଭାରମ୍ଭ କରିଛନ୍ତି । ଏହାପରେ ଶାହା ଏକ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସ ଉପରେ ତୃଷ୍ଟିକରଣର ଅଭିଯୋଗ ଆଣିଛନ୍ତି ଶାହା । ଶାହା କହିଛନ୍ତି କି ଦେବଭୂମି ରଚନା କରିବାର କାମ ପୂର୍ବ…
Read More...

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ସହସ୍ରାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ…
Read More...

ବିଧାୟକଙ୍କୁ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା ରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସୂଚନାଯୋଗ୍ୟ, ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି…
Read More...

କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛନ୍ତି ରାଜ୍ୟସରକାର

ଭୁବନେଶ୍ୱର (ଆଦର୍ଶ ରାଉତ) : କରୋନା ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରିବା ଜନବିରୋଧୀ କାର୍ଯ୍ୟ ବୋଲି ଦିଲୀପ ମଲ୍ଲିକ କହିଛନ୍ତି । ଦିଲୀପ ମଲ୍ଲିକ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ‘ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ…
Read More...

ନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇ

ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ଵାର ଦ୍ଵାର ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ବିଧାୟକ ପ୍ରଶାନ୍ତ…
Read More...

ଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହ

ନୂଆଦିଲ୍ଲୀ : ନିକଟରେ ସଂଗୀତକାର ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରି ଚର୍ଚ୍ଚାରେ ଥିବା ବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ତାଲିବାନ ସହ ତୁଳନା କରିଛନ୍ତି। ଗୋଟିଏ…
Read More...

ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା କହି ଫସିଲେ ବିଜେପି ନେତା

ମୁମ୍ବାଇ(ରିପୋର୍ଟସ ଟୁଡେ)  : ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି ନେତା ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ପାଇଁ କହିବାରୁ ଏ ନେଇ ଆଜି ବିବାଦ ଉପୁଜିଛି । ଚାପୁଡା ମାରିବା ଘଟଣାକୁ ନେଇ ଶିବସେନା…
Read More...

IITରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଆଜି ଆଇଆଇଟି ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠରେ ଦୁଇଟି ନୂଆ ବିଲ୍ଡିଂର ସେ ଉଦଘାଟନ କରିଛନ୍ତି । ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳୀ ଲେକ୍ଚର ହଲ କମ୍ପଲେକ୍ସ ଉଭୟ ବିଲ୍ଡିଂକୁ ସେ ଉଦଘାଟନ କରିଛନ୍ତି । ୧୨୬୦ କୋଟିରୁ ଅଧିକ ଟଙ୍କା…
Read More...