Browsing Tag

BJP

ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର (ବ୍ୟୁରୋ):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରକଳ୍ପରେ ହେଉଥିବା ଦୁର୍ନୀତି ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ଅପାରଗତା ଦର୍ଶାଇବା ସହ ସ୍ୱଚ୍ଛ ଶାସନର ମୁଖା ଖୋଲିଛନ୍ତି ଶ୍ରୀମତି…
Read More...

ବ୍ରଜରାଜନଗର ଉପ ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୧୫/୫: ବ୍ରଜରାଜନଗର ଉପ ନିର୍ବାଚନ  ରାଜନୈତିକ ମାହୋଲ ଏବେ ସରଗରମ ରହିଛି। ଏହାରିମଧ୍ୟରେ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି ।  ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୪୦ ଜଣିଆ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ…
Read More...

ବନ୍ଦକର ଚୋରା ବାଲି ଚାଲାଣ : ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଟକ ନଗର ବିଜେପି

କଟକ : ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଟକ ନଗର ବିଜେପି ଅଭିଯୋଗ ପରେ ଶୁଣୁନି ଜିଲା ପ୍ରସାସନ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ୟ୍ୟାନୁଷ୍ଠାନ ଦିଗ ସୁନ । ଆଜି ଏପରି ଅଭିଯୋଗ ଆଣିଛି କଟକ ନଗର ବିଜେପି । ଜିଲା ରେ ଦିନ କୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବା ସତ୍ତ୍ୱେ…
Read More...

ବିଜେପିରେ ଯୋଗ ଦେବେ ନାହିଁ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟସମିତି ଆୟୋଜିତ ହେବ । ଏଥିରେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ଏହି ପଦକ୍ଷେପ ନେବାର କାରଣ ହିମାଚଳ ଏବଂ…
Read More...

ସରକାରୀ ଯୋଜନା ଅନିୟମିତତା ନେଇ ଅଭିଯୋଗ ବାଢ଼ିଲା ଜିଲ୍ଲା ବିଜେପି

କେନ୍ଦ୍ରାପଡା: ଜିଲ୍ଲାରେ ଭୂତଳ ଜଳ ସ୍ତର ହ୍ରାସ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ଜଳ ଯୋଗାଣ ନେଇ ଆଦୌ ଯତ୍ନବାନ ହେଉ ନଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ଜିଲ୍ଲାରେ ପ୍ରାୟ ୩୦ ଗୋଟି ବୃହତ ପାଣି ଟାଙ୍କି ରହିଥିବା ବେଳେ ସେସବୁକୁ…
Read More...

ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ କୃଷକ ଲାଭର୍ଥୀ ସମ୍ମିଳନୀ ଆୟୋଜିତ

ପାରାଦୀପ(ପ୍ରଶାନ୍ତ କୁମାର ସ୍ଵାଇଁ): ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ କରିବା ଅବସରରେ କୁଜଙ୍ଗ ଠାରେ ଏକ କୃଷକ ଲାଭାର୍ଥୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କୃଷକ ଲାଭାର୍ଥୀ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ…
Read More...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ପାଳିତ ହୋଇଯାଇଛି

ଭୁବନେଶ୍ୱର ; ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠ ଦିବସ ପାଳିତ ହୋଇଯାଇଛି । ରାଜ୍ୟ କର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଦିବସରେ ବିଜେପିର ବହୁ ବରିଷ୍ଠ ନେତା ଓ କାର୍ଯ୍ୟ କର୍ତ୍ତା ଯୋଗ ଦେଇଛନ୍ତି । ଏଥି ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ…
Read More...

ବିଜେପି ଲୋକସଭାରେ ଦାବି,”ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଚୀନ”

ନୂଆଦିଲ୍ଲୀ: ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି । ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି କରିଛନ୍ତି ଜଣେ ସଦସ୍ୟ । "ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି ଚୀନ ", ତେବେ ଏହି ବୟାନକୁ ନେଇ ଶୂନ୍ୟକାଳ ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ…
Read More...

ଯୋଗୀଙ୍କ ମଥାରେ ତିଲଖ ଲଗାଇ ସ୍ୱାଗତ ଜଣାଇଲେ ମୁଲାୟମଙ୍କ ନାତୁଣୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବିପୁଳ ଜନମତ ସହ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଆନନ୍ଦର ମାହୋଲ । ନେତାଙ୍କଠୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ କରିଥିଲେ ଉତ୍ସବ । ଏହି ପରିପ୍ରେକ୍ଷୀରେ ଆଜି ଲକ୍ଷ୍ନୌରେ…
Read More...

ଉତ୍ତରପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଜୋରଦାର ଚାଲିଛି ଭୋଟ ଗଣତି ।  ଉତ୍ତରପ୍ରଦେଶରେ ବିଜେପି ପୁଣି ଥରେ ବିଜୟର ବାନା ଉଡ଼ାଇବା ସହିତ ସରକାର ଗଢ଼ିବ ଦଳ । କାରଣ ଏଠାରେ ମୋଟ ୪୦୩ ଆସନରୁ ବିଜେପିକୁ ୨୭୩ଟି ଆସନରେ ବିଜୟ ମିଳିଛି । ତେଣୁ ୟୁପିରେ ପୁଣିଥରେ ଯୋଗୀ ସରକାରଙ୍କ ରାଜ୍ ହେବା ନେଇ ଆକଳନ ସତ…
Read More...