Browsing Tag

BJP MP Ravi Shankar Prasad

ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ଘରେ ଅଗ୍ନିକାଣ୍ଡ, ଜଳିଗଲା ଦିଲ୍ଲୀ ବାସଭବନ

ନୂଆଦିଲ୍ଲୀ: ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ଘରେ ଅଗ୍ନିକାଣ୍ଡ । ସକାଳ ୮ଟା ୩ ମିନିଟ୍‌ରେ ଦିଲ୍ଲୀ ବାସଭବନରେ ଲାଗିଲା ନିଆଁ । ୩ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ର ଯାଞ୍ଚ । ଅଗ୍ନିଶମ ବିଭାଗ…
Read More...