Browsing Tag

bjp government

ନିଯୁକ୍ତିକୁ ମୋହନ ସରକାର ଅଗ୍ରାଧିକାର ଦେଉଛନ୍ତି

ଭୁବନେଶ୍ୱର-: ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ ଆଗକୁ ମେଗା ନିଯୁକ୍ତି ହେବାକୁ ଯାଉଛି । କେଉଁ ବିଭାଗରେ କେତେ ପଦବି ଖାଲି ଅଛି, କ୍ଷମତା ସଂପନ୍ନ କମିଟିର ଅନୁମତି ମିଳିଛି ନା ନାହିଁ ଏ ସବୁ ତଥ୍ୟ ଦେବାକୁ ଚିଠି କରିଛନ୍ତି ସରକାର । ନିଯୁକ୍ତି…
Read More...

ମୋଦି ସରକାର ଉତ୍ତର ପ୍ରଦେଶର ଜେୱରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି

ନୂଆଦିଲ୍ଲୀ-: ମୋଦି ସରକାର ଉତ୍ତର ପ୍ରଦେଶର ଜେୱରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି । ଏହା ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ ହେବ । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ବର୍ଷ…
Read More...

ଖୋଲିବ ସବୁ ଗୁମର : କିଏ ହତ୍ୟାକାରୀ ଏଥର ଧରାପଡିବ ?

ଭୁବନେଶ୍ୱର : ସମସ୍ତ ବଡ ବଡ ହତ୍ୟା କାଣ୍ଡର ପର୍ଦାଫାଶ କରିବା ବିଜେପି ସରକାର । ବିଜେଡି ସରକାରର ଏକଛତ୍ରବାଦ ଶାସନରେ ହୈ ପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଚାପି ହୋଇ ରହିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରୁ ଆରମ୍ଭ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏବେବି ସନ୍ଦେହ…
Read More...