Browsing Tag

BJD

ଜଳେଶ୍ବର ନଗର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମୀଳନୀ

ଜଳେଶ୍ଵର  /ଅଜିତ  କୁମାର : ଜଳେଶ୍ଵର ସହର ହେବ ନବୀକରଣ। ଓଡ଼ିଶା ପଶ୍ଚିମବଙ୍ଗର ପ୍ରବସେ ଦ୍ଵାରା କୁହାଯାଇଥିବା ଜଳେଶ୍ଵର ସହର ବହୁ ପୂର୍ବରୁ ମନକୁ ମନ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ଵାରା ଗଢି ତୋଳି ଉଠିଥିଲା। ମାତ୍ର ଏବେ ଜଳେଶ୍ଵର ସହର ବହୁ  ଦୋକାନ, ବଜାର୍, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ…
Read More...

ବାରବାଟୀରେ ବିଜେଡି କାର୍ଯ୍ୟକାରିଣୀ ବୈଠକ

କଟକ : ଆଜି ବିଜୁ ଜନତା ଦଳ, ବାରବାଟୀ କଟକ କାର୍ଯ୍ୟକାରିଣୀ ବୈଠକ ବିଜୁ ପଟ୍ଟନାୟକ ଛକ ସାରଳା ଭବନ ଠାରେ ଅନୁଷ୍ଠିତ ହେଇଯାଇଅଛି । ଏହି କାର୍ଯ୍ୟକ୍ରମରେ କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅବଜର୍ଭର…
Read More...

ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଯୁବ ବିଜେଡି

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିଜ୍ଞପ୍ତି ଜରିଆରେରେ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳର…
Read More...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ଜଗତସିଂହପୁର ଜିଲ୍ଲା ବିଜେଡି ;୧୨ବରିଷ୍ଠ ଉପସଭାପତିଙ୍କୁ ଦାୟିତ୍ୱ

ଜଗତସିଂହପୁର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ଜଗତସିଂହପୁର ଜିଲ୍ଲା ବିଜେଡି । ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ କରାଯାଇଛି…
Read More...

ଜନ ଶୁଣାଣି ଅଭିଯୋଗ ମୋ ସରକାର ଅଧୀନକୁ ଆସିବା ଉପରେ ବିଜେପି ସାଧାରଣ ସମ୍ପାଦକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମୋ ସରକାର ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି । ଆସନ୍ତା ମାସରୁ ଲୋକଙ୍କୁ ଫୋନ କରି ଅଭିଯୋଗର ସମାଧାନ ପଚାରି ବୁଝିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରୁଛନ୍ତି। ଏହି…
Read More...

ADR: ୨୦୧୭ରୁ ୨୦୨୨ ଭିତରେ ବିଜେଡିକୁ ବଣ୍ଡ ମାଧ୍ୟମରେ ମିଳିଛି ୬୨୨ କୋଟି

ଭୁବନେଶ୍ୱର : ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦାରେ ବିଜେଡି ୧ ନମ୍ବର | ୨୪ଟି ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦା ନେବାରେ ଆଗୁଆ ରହିଛି ବିଜୁ ଜନତା ଦଳ ବା ବିଜେଡି । ଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ…
Read More...

ବିପୁଳ ଭୋଟରେ ଜିତିବେ ଦୀପାଳି

ଝାରସୁଗୁଡା:ଝାରସୁଗୁଡା ଉପ ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ । କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା । ଏସବୁ ଭିତରେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର । ଉପ-ନିର୍ବାଚନର ଫଳାଫଳକୁ…
Read More...

କେଉଁ ରାଜନୈତିକ ଦଳକୁ ମିଳିଛି କେତେ ଚାନ୍ଦା?

ଭୁବନେଶ୍ୱର : କେଉଁ ରାଜନୈତିକ ଦଳକୁ ମିଳିଛି କେତେ ଚାନ୍ଦା? ଦେଶର ଆଞ୍ଚଳିକ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ତଥ୍ୟ ଦେଇଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ। ୨୦୨୧-୨୨ ବର୍ଷର ADR ତଥ୍ୟ ଅନୁଯାୟୀ ୨୬ଟି ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି…
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ ,ଆୟ ବହିର୍ଭୂତ ସମ୍ପତି ଠୁଳ…

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ ଦାଖଲ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ…
Read More...

ହିନ୍ଦୋଳ ଓ ଅତାବିରା ହାତେଇଲା ବିଜେଡି

ଅତାବିରା : ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବିଜୟ | ବରଗଡ ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଜୟୀ । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ୧୨ଟିରୁ ଗୋଟିଏ…
Read More...